fbpx
Browsing Category

ରାଜ୍ୟ

ଶ୍ରୀ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଦେଖିଲେ ଦେଶବାସୀ, ଏହି ‘ସୂର୍ଯ୍ୟ ତିଳକ’ ପଛର ବିନ୍ଧାଣୀ ହେଉଛନ୍ତି ଓଡିଆ ବୈଜ୍ଞାନିକ ଗୌରବ ଡା.…

ଓଡ଼ିଶା ଭାସ୍କର: ଆଜି ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀ ରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା । ସାରା…

Big breaking:କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ନବୀନ ପଟ୍ଟନାୟକ, ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ହେବେ ପ୍ରାର୍ଥୀ

ଭୁୁବନେଶ୍ୱର: ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ…

Big Breaking; ପଶ୍ଚିମ ଓଡ଼ିଶାର ନିର୍ବାଚନ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ: ସମ୍ବଲପୁରରେ ବଦଳିବେ ବିଜେଡି ପ୍ରାର୍ଥୀ!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆସିଛି ଆଉ ଏକ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ କେଉଁଠୁ ଲଢିବେ ନିର୍ବାଚନ, ସେ ନେଇ ମଧ୍ୟ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । କୁହାଯାଉଛି ଏଥର ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୩ ଦିନ ପାଇଁ ସ୍କୁଲ ଛୁଟି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଏବଂ ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ…

ଆଠଗଡ଼: ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଆଠଗଡ଼: (ଓଡ଼ିଶା ଭାସ୍କର) ଗୁରୁଡ଼ିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଯୁବକ । ଘଟଣାସ୍ଥଳରେ ତଦନ୍ତ…

Big Breaking; ୨୦ ତାରିଖ ଭିତରେ ୪୫ ଡିଗ୍ରୀକୁ ପହଞ୍ଚିବ ! ୨ ଦିନ ଭିତରେ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ବେଳେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି । ତେବେ ଆଗାମୀ ଦିନରେ ଏହି ତାପମାତ୍ରା…

କୋଣାର୍କ: ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଦେହରେ ରହିଛି ଅନେକ କ୍ଷତ ଚିହ୍ନ

କୋଣାର୍କ: (ଓଡ଼ିଶା ଭାସ୍କର) ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା। ମୃତ ବ୍ୟକ୍ତି ଜଣକ ଅସ୍ତରଙ୍ଗ ଥାନା ଆଇଁଷିଣିଆ…

(Video) ପ୍ରେମିକ ବିକ୍ରମ ଉପରେ କ’ଣ ପାଇଁ ରାଗିଛନ୍ତି ରାଣୀ ପଣ୍ଡା: ସବୁ ଗୁମର ଖୋଲିଲେ ବେଷ୍ଟ ଫ୍ରେଣ୍ଡ ସୁରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା…

ବଡ଼ ଦୁର୍ଘଟଣା: ଘାଟିରେ ଓଲଟିଲା ଅଟୋ, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଘାଟିରେ ଅଟୋ ଓଲଟି ପଡ଼ିବା ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏକ ଘାଟିରେ ଭାରସାମ୍ୟ ହରାଇ ଅଟୋଟି…

ଏତିକି ନୁହେଁ ଆହୁରି ଜଳିବ; ୪୫ ଛୁଇଁବ ତାପମାତ୍ରା! ଆଜି ୪୦ ଡିଗ୍ରୀ ଉପରେ ୨୯ଟି ସହର

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୁତ ହେଉଛି । ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩ ଡିଗ୍ରୀ ସହ ବାରିପଦାରେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି । ସେହିଭଳି…