fbpx
Browsing Category

City News

BREAKING NEWS; ଦିପାବଳୀ ବେଳେ ଅଘଟଣ; ବାଣ ନିଆଁରୁ ଜଳିଗଲା ଘର

ଓଡିଶା ଭାସ୍କର; ଦିପାବଳୀ ପାଳନ କରିବାରେ ବ୍ୟସ୍ତ ରହିଛନ୍ତି ସାରା ଦେଶବାସୀ । ଆଉ ଏତିକି ବେଳେ ଏକ ଅଘଟଣ ଘଟିଯାଇଥିବା ଖବର ଆସି ପହଞ୍ଚିଛି । ବାଣ ନିଆଁ ପଡିବାରୁ ଏକ ଚାଳଘର ଜଳିଯାଇଥିବା ସୂଚନା ମିଳିଛି । କଟକ…

କଟକ-ଭୁବନେଶ୍ୱରରେ ୧୦ଟା ପରେ ବାଣ ଫୁଟାଇବା ମନା, ପ୍ରଦୂଷଣକୁ ଦୃଷ୍ଟିରେ ରଖି ସଚେତନ ରହିବାକୁ ଅନୁରୋଧ

ଓଡିଶା ଭାସ୍କର; ରାତି ପାହିଲେ ଦୀପାବଳୀ,ଯାହାକୁ ନେଇ ସାରା ଦେଶବାସୀ ଉତ୍ସାହିତ ରହିଛନ୍ତି । ଦୀପାବଳି କାଲି ରହିଥିବା ବେଳେ ଆଜି ଠାରୁ କିଛି ଲୋକ ଲୁଚାଇ ଛପାଇ ବାଣ ଫୁଟାଇବା ଆରମ୍ଭ କରିଦେଇଛନ୍ତି । ମାତ୍ର ବାୟୁ ଓ…

ଭୁବନେଶ୍ୱରରେ ପୁଣି ସାଇବର ଠକେଇ: ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାଇବର ଠକେଇ । ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ଯୁବକଙ୍କୁ ପଡ଼ିଛି ମହଙ୍ଗା । ଯୁବକଙ୍କୁ ଫସାଇ ୧ ଲକ୍ଷ ୩୫ ହଜାର ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଠକାମିର ଶିକାର ହୋଇ…

ଭୁବନେଶ୍ୱର ରେଞ୍ଜରୋଭର ଦୁର୍ଘଟଣା: ଆଖିବୁଜିଲେ ଲୋପାମୁଦ୍ରା, କାହ୍ନୁଚରଣଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ

ଭୁବନେଶ୍ୱର: ଦାମୀ ମଣିଷଙ୍କ ଦାମୀ ଗାଡ଼ି ଧକ୍କାରେ ଚାଲିଗଲା ୨୪ ବର୍ଷୀୟ ଯୁବତୀଙ୍କ ଜୀବନ । ୪ ଦିନ କାଳ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ଲୋପାମୁଦ୍ରା । ରାଜଧାନୀର ବହୁଚର୍ଚ୍ଚିତ ରେଞ୍ଜରୋଭର…

ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ବାଇକ ଧକ୍କାରେ ୪ ମୃତ, ୩ ଗୁରୁତର

ଓଡିଶା ଭାସ୍କର; ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଏହା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା…

ବାଲେଶ୍ଵର ମେଡିକାଲରେ ଅଭାବନୀୟ ଘଟଣା; ଭିଡ଼ ଥିବାରୁ ନିଜେ ଡାକ୍ତର ହୋଇ ପ୍ରେସକ୍ରିପସନ ଲେଖିଲେ ଏହି ବ୍ୟକ୍ତି

ଓଡିଶା ଭାସ୍କର; ବାଲେଶ୍ଵର ମେଡିକାଲରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ନିଜେ ଚିକିତ୍ସା ପାଇଁ ଆସି ରୋଗୀଙ୍କ ପାଇଁ ପ୍ରେସକ୍ରିପସନ ଲେଖିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଭଳି ଘଟଣା ଭିଆଇଥିବା…

ଗାତରେ ପଡି ଛୁଆହାତୀର ମୃତ୍ୟୁ ; କେନ୍ଦୁଝର ଜିଲ୍ଲାରୁ ଆସିଲା ଏଭଳି ଏକ ଦୁଃଖଦ ଖବର

ଓଡିଶା ଭାସ୍କର; କେନ୍ଦୁଝର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗାତରେ ପଡି ଏକ ଛୁଆ ହାତୀର ମୃତ୍ୟୁ ଘଟିଛି । କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି…

ଧର୍ମଘଟକୁ ନେଇ ଦୁଇ ଫାଳ ହେଲାକି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ?

ଓଡିଶା ଭାସ୍କର; କାଲିଠୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆସନ୍ତା କାଲିଠାରୁ ଧର୍ମଘଟ କରିବାକୁ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । କାଲି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ…

BIG BREAKING; ଭଦ୍ରକରେ ବସ୍-ଆମ୍ବୁଲାନ୍ସ ଧକ୍କା, ୧୬ ଜଣ ଆହତ

ଓଡିଶା ଭାସ୍କର; ବର୍ତ୍ତମାନର ଏକ ବଡ଼ ଖବର ସାମ୍ନାକୁ ଆସିଛି, ବସ୍-ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ୧୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ଠାରେ ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି ।…

୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି; ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଆଶଙ୍କା

ଓଡିଶା ଭାସ୍କର; କେନ୍ଦୁଝର ହଷ୍ଟେଲରୁ ୨୮ ଜଣ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଧରଣୀଧର ମେଡିକାଲ କଲେଜ ହସ୍ପିଟାଲର ଶିଶୁ ୱାର୍ଡରେ ସମସ୍ତ ଛାତ୍ରୀଛାତ୍ର ଚିକିତ୍ସିତ ହେଉଥିବା ସୂଚନା ରହିଛି…