ODISHATOP STORIES

୧୬ ଦେଶର ଅଧିନାୟକଙ୍କ ସହ ମୁକ୍ତେଶ୍ୱର ମନ୍ଦିର ବୁଲିଲେ ନବୀନ

ଭୁବନେଶ୍ୱର, ୨୬।୧୧ (ଓଡ଼ିଶା ଭାସ୍କର): ମ୍ୟାଚ୍ ପୂର୍ବରୁ ସୋମବାର ସମସ୍ତ ହକି ଦଳର ଅଧିନାୟକଙ୍କୁ ଭେଟି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ଦେଶର ଅଧିନାୟକଙ୍କୁ ନବୀନ ମୁକ୍ତେଶ୍ୱର ମନ୍ଦିରରେ ଭେଟିବା ସହ ସେମାନଙ୍କ ସହ ମନ୍ଦିର ବୁଲିଛନ୍ତି । ୧୬ ଦେଶର ଅଧିନାୟକ ମାନଙ୍କ ସହ ନବୀନ ସେଲଫି ମଧ୍ୟ ଉଠାଇଛନ୍ତି । ମୋ ସାଇକେଲ ଉଦଘାଟନ ପରେ ନବୀନ ମୁକ୍ତେଶ୍ୱର ମନ୍ଦିର ପହଚିଂ ଅଧିନାୟକଙ୍କୁ ସାକ୍ଷାତ କରି ଥିଲେ। ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close