CITY NEWSNEWSODISHATOP STORIES

ଆଳୁ ଗଦି ନିକଟ ରେ ଓଲଟିଲା ଟ୍ରକ୍

ଭୁବନେଶ୍ୱର, ୨୯।୧୧ (ଓଡ଼ିଶା ଭାସ୍କର): ଗୁରୁବାର ସକାଳୁ ଡୁମୁ ଦୂମା ସ୍ଥିତ ଆଳୁ ଗଦି ନିକଟରେ ଏକ ଟ୍ରକ ଓଲଟି ପଡିଥିଲା। ଏହି ଘଟଣା ରେ ଟ୍ରକ୍ ର ଡ୍ରାଇଭର ଓ ହେଲ୍ପର ଆହତ ହୋଇଥିଲେ ମଧ୍ୟ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close