fbpx

ପୁଷ୍ଟିସାଧନ ପାଇଁ ‘ସୋପାନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ସୋପାନ’ ନାମକ ଏକ ନୂତନ ଷ୍ଟ୍ରାଟେଜି ଘୋଷଣା କରିଛନ୍ତି । ଅପହଞ୍ଚ ଇଲାକାରେ ପୁଷ୍ଟି ସାଧନର ରୂପାନ୍ତରଣ ଓ ପ୍ରଗତି ପାଇଁ ସୋପାନ ଆରମ୍ଭ ହେବ । ଏହାକୁ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ଦ୍ୱାରା ରୂପାୟନ କରାଯିବ । ପୁଷ୍ଟିସାଧନକୁ ସୁବ୍ୟବସ୍ଥିତ କରିବା ଏହାର ମୂଳ ଲକ୍ଷ୍ୟ ରହିବ । ୨୨ଟି ଜିଲ୍ଲାରେ ୧୨୫ଟି ପ୍ରକଳ୍ପ ମାଧ୍ୟମରେ ଲୋକେ ଉପକୃତ ହେବେ ।

Get real time updates directly on you device, subscribe now.