NATIONALTOP STORIES

ଭାରତର ସବୁଠାରୁ ଭାରୀ ସାଟେଲାଇଟ୍ ଜିସାଟ୍-୧୧ ର ଉତକ୍ଷେପଣ ସଫଳ

ନୂଆଦିଲ୍ଲୀ, ୫ା୧୨: ଭାରତର ସବୁଠାରୁ ଭାରୀ ସାଟେଲାଇଟ୍ ଜିସାଟ୍-୧୧ ର ଉତକ୍ଷେପଣ ସଫଳ ହୋଇଛି । ବୁଧବାର ଏହାକୁ ୟୁରୋପିଆନ୍ ସ୍ପେଶ୍ ଏଜେନ୍ସିର ରକେଟ୍ ଜରିଆରେ ଫ୍ରୋଞ୍ଚ୍ ଗୁଏନାରୁ ଉତ୍କ୍ଷେପଣ କରା ଯାଇଛି । ଏହି ସାଟେଲାଇଟ୍ର ଓଜନ ୫,୮୦୦ କେ.ଜି. ବୋଲି ସୂଚନା ଦିଆଯାଇଛି । ଉତକ୍ଷେପଣ ସଫଳ ହେବା ପରେ ଇଣ୍ଟରନେଟ କନେକ୍ଟିଭିଟି କ୍ଷେତ୍ରରେ ଏହି ସାଟେଲାଇଟ୍ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close