NATIONALODISHAPOLITICSTOP STORIES

ଓଡ଼ିଶାରେ ନିର୍ବାଚନ ଲଢିବ ଟି ଡି ପି

ଭୁବନେଶ୍ୱର, ୭।୧୧ (ଓଡ଼ିଶା ଭାସ୍କର): ୨୦୧୯ ନିର୍ବାଚନରେ ଓଡିଶାରୁ ଲଢିବ ତେଲୁଗୁଦେଶମ ପାର୍ଟି (ଟି ଡି ପି)। ଏ ନେଇ ଦଳ ପକ୍ଷରୁ ପ୍ରାଥମିକ ସର୍ଭେ ଚାଲିଛି । ଖୁବଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ଟି ଡି ପି ର ଓଡିଶା ପ୍ରଭାରୀ ରାଜେଶ ପୁତ୍ରା । ବିଶେଷକରି କୋରାପୁଟ ଓ ଗଞ୍ଜାମରେ ତେଲୁଗୁ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଚଂଳ ଟି ଡି ପି ଫୋକସରେ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close