NATIONALODISHATOP STORIESUncategorized

ମୁଖ୍ୟମନ୍ତ୍ରୀ ଅଙ୍କକଷା: ଗେହଲଟ୍, ପାଇଲଟ୍ ଙ୍କୁ ରାହୁଲ ଙ୍କ ଦିଲ୍ଲୀ ଡାକରା

ଜୟପୁର, ୧୩।୧୨: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବିବାଦ ଲାଗି ରହିଛି। ଦୁଇ ଆଶାୟୀ ତଥା ଦଳର ବରିଷ୍ଠ ନେତା ଅଶୋକ ଗେହଲଟ ଓ ଯୁବ ଚେହେରା ସଚିନ ପାଇଲଟ୍ ଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏପରି ସ୍ଥିତି ଯୋଗୁଁ କଂଗ୍ରେସ ହାଇକମାଣ୍ଡ ୨ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି ଏବଂ ଉଭୟ ସଚିନ ଏବଂ ଅଶୋକ ଦିଲ୍ଲୀ ପହଞ୍ଚିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେମାନେ ସାକ୍ଷାତ କରି ଆଲୋଚନା କରିବା ପରେ ସାଂସଦ ଚାଲି ଯାଇ ଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close