NATIONALTOP STORIES

ସଂସଦ ରେ ରାଫେଲ ତାତି, ଗୃହ ମୁଲତବୀ

ନୂଆଦିଲ୍ଲୀ, ୧୮।୧୨: ପାର୍ଲାମେଣ୍ଟ ଶୀତ ଅଧିବେଶନର ଆଜି ହେଉଛି ଷଷ୍ଠ ଦିନ । ଆଜି ସଂସଦରେ ପୁଣି ଉଠିଛି ରାଫେଲ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି । ଆଜି ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାହୁଲ ଗାନ୍ଧିଙ୍କ ବିରୋଧରେ ନାରାବାଜି କରିଥିଲେ ବିଜେପି ସାଂସଦ । ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମନ୍ତବ୍ୟ ପରେ ରାହୁଲଙ୍କୁ କ୍ଷମା ମାଗିବା ଦାବି କରିଛନ୍ତି ବିଜେପି ସାଂସଦ ।

Show More

Related Articles

Leave a Reply

Your email address will not be published. Required fields are marked *

Close