CRIMEODISHATOP STORIES

ଜଗୁଆଳି ଙ୍କୁ ବାନ୍ଧି ବ୍ୟାଙ୍କ୍ ରୁ ଲୁଟ୍

ବାରିପଦା, ୩।୧ (ଓଡ଼ିଶା ଭାସ୍କର): ବାରିପଦା ନିକଟସ୍ଥ ବଡ଼ସାହି ଥାନା ପ୍ରତାପପୁର ଶାଖା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କ୍ ଜଗୁଆଳି ଙ୍କୁ ବାନ୍ଧି ବ୍ୟାଙ୍କ୍ ର ପଛପଟ ଗ୍ରିଲ୍ ଭାଙ୍ଗି ଲୁଟ୍ କରିଛନ୍ତି। ଘଟଣାସ୍ଥଳ ରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ୍ ରୁ କେତେ ଟଙ୍କା ଲୁଟ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Close