CRIMEODISHATOP STORIES

ବୁର୍ଲା: ପୋଲ ତଳୁ ମିଳିଥିବା ମୃତଦେହ ଆଲବମ୍ ଅଭିନେତ୍ରୀ ସିମ୍ ରନ୍ ଙ୍କ ର

ସମ୍ବଲପୁର, ୩।୧ (ଓଡ଼ିଶା ଭାସ୍କର): ମହାନଦୀ ପଠାରୁ ଆଜି ସକାଳେ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିଛି। ଯୁବତୀ ଜଣକ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ସିଂ। ପରିଚୟ ଜଣା ପଡ଼ିବା ପରେ ତାଙ୍କ ମା ହତ୍ୟା କାଣ୍ଡ ନେଇ ଥାନା ରେ ଅଭିଯୋଗ କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କେହି ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରା ଯାଉଛି।

Show More

Leave a Reply

Your email address will not be published. Required fields are marked *

Related Articles