BUSINESSTOP STORIES

୮ ଓ ୯ ଦୁଇଦିନ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଅଖିଳଭାରତ ବ୍ୟାଙ୍କ କର୍ମଚାରୀ ମହାସଂଘ ଡାକରାରେ ଆସନ୍ତା ୮ ଓ ୯ ଦୁଇଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନରେ ରହିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କଗୁଡିକର ମିଶ୍ରଣ ତଥା ଅନ୍ୟାନ୍ୟ ଦାବି ନେଇ ଏହି ଧର୍ମଘଟ କରାଯାଉଥିବା ଏଆଇବିଇଏ ପକ୍ଷରୁ ସୂଚନା ଦିଆ ଯାଇଛି । ବ୍ୟାଙ୍କଗୁଡିକର ମିଶ୍ରଣକୁ ମହାସଂଘ ବିରୋଧ କରିବା ସହ କର୍ମଚାରୀଙ୍କ ବେତନ ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏହି ଧର୍ମଘଟ କରାଯାଉଥିବା କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close