BUSINESSNATIONALTOP STORIES

ଫେବୃଆରୀ ୧ ରେ ଅନ୍ତରୀଣ ବଜେଟ୍

ନୂଆଦିଲ୍ଲୀ,୯।୧: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ ୨୦୧୯ର ଅନ୍ତରୀଣ ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରିବେ। ସଂସଦୀୟ ବ୍ୟାପାରକୁ ନେଇ ହୋଇଥିବା କ୍ୟାବିନେଟ୍ ମିଟିଂ(ସିସିପିଏ)ର ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ। ମନ୍ତ୍ରଣାଳୟ ବଜେଟ୍ ଭାଷଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିଜର ରାୟ ଦେଇ ସାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରର ଏହା ହେଉଛି ଶେଷ ବଜେଟ୍।

Show More

Leave a Reply

Your email address will not be published. Required fields are marked *

Related Articles