CRIMEODISHATOP STORIES

ଭବାନୀପାଟଣା: ଯୁବକଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା, ୧୧।୧ (ଓଡ଼ିଶା ଭାସ୍କର): ଭବାନୀପାଟଣା ର ହିଲ୍ ଟାଉନ୍ ୭ ନମ୍ବର ଗଳି ରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଗୋଦମପଦା ର ଅଜୟ ସୁନା ନି ଏବଂ ସେ ଏକ କୁରିଆର୍ କମ୍ପାନୀ ରେ କାମ କରୁଥିଲେ। ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର ଶତ୍ରୁତା ରହି ଥିଲା। ସେହି କାରଣରୁ ହତ୍ୟାକାଣ୍ଡ ଘଟି ଥାଇ ପାରେ ବୋଲି ସେମାନେ ସନ୍ଦେହ କରାଯାଉଛି। ଘଟଣାସ୍ଥଳ ରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

Show More

Leave a Reply

Your email address will not be published. Required fields are marked *

Related Articles