ODISHATOP STORIES

୨୬ ସୁଦ୍ଧା ମିଳିବ କାଳିଆ ଯୋଜନା ଟଙ୍କା

ଭୁବନେଶ୍ୱର, ୧୨।୧: ଚଳିତ ମାସ ୨୬ ତାରିଖ ସୁଦ୍ଧା କାଳିଆ ଯୋଜନା ର ହିତାଧିକାରୀଙ୍କୁ ଟଙ୍କା ମିଳିଯିବ। ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ରେ ସିଧାସଳଖ ଏହି ଟଙ୍କା ଜମା ହେବ ବୋଲି ଶନିବାର ସୁଚନା ଦିଆ ଯାଇଛି। ୧୨.୪୦ ଲକ୍ଷ ଚାଷୀଙ୍କୁ ଟଙ୍କା ମିଳିବ। ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ୍ ପରେ ଟଙ୍କା ମିଳିବ। କ୍ଷମତାପ୍ରାପ୍ତ ଅଧିକାରୀ ଆବେଦନ ର ବୈଧତା ଯାଞ୍ଚ କରିବେ ଓ ସେମାନେ ତାଲିକା ଦେବା ପରେ ୨୬ ସୁଦ୍ଧା ଟଙ୍କା ଦିଆଯିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close