NATIONALTOP STORIES

ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୧: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସେନା ଯବାନ ଙ୍କ ଗୁଳି ମାଡ଼ ରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୀନ୍ନତ ଉଲ-ଇସଲାମ ବୋଲି ପରିଚୟ ମିଳିଛି । କୁଲଗାମ ଜିଲ୍ଲାର କାଟପୋରା ଅଂଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ସଂପର୍କରେ ସୂଚନା ମିଳିବା ପରେ ଭାରତୀୟ ଯବାନ ମାନେ ସ୍ଥାନୀୟ ଅଞ୍ଚଳ କୁ ଘେରି ଅପରେସନ ଆରମ୍ଭ କରିଛନ୍ତି। ଅପରେସନ ସମୟରେ ୨ ଜଣ ଆତଙ୍କବାଦୀ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି କରିଥିଲେ । ଜବାବି କାର୍ଯ୍ୟାନୁଷ୍ଠାନ ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ଏବଂ ଗୁଳି ଜବତ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close