Uncategorized

ନିଆଁରେ ପୋଡ଼ିଗଲେ ସ୍ବାମୀ, ସ୍ତ୍ରୀ, ପୁଅ

ଭୁବନେଶ୍ୱର, ୧୯।୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଉପକଣ୍ଠରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡିହୋଇ ଜଣେ ସ୍ଵାମୀ, ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ପୋଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ରାଜଧାନୀ ଉପକଣ୍ଠ କପିଳେଶ୍ୱର କେନାଲ ବନ୍ଧ ନିକଟରେ ଏପରି ଘଟଣା ଘଟିଛି। ପାରିବାରିକ କଳହ ଯୋଗୁ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦିଆ ଯାଇଥିବା ଜଣା ପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close