CRIMEODISHATOP STORIES

ବସ୍ ପୋଡ଼ି ଦେଲେ ମାଓବାଦୀ

ମାଲକାନଗିରି, ୨୯।୧ (ଓଡ଼ିଶା ଭାସ୍କର): ମାଓବାଦୀଙ୍କ ଲଂକାକାଣ୍ଡ ପୁଣିଥରେ ମାଲକାନଗିରି ଜିଲ୍ଲା ରେ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ନିକଟରେ ଥିବା ମୁଣ୍ଡାଗୁଡ଼ା ଥରେ ଏକ ଯାତ୍ରୀବାହୀ ବସ ପୋଡ଼ିଦେଇଛନ୍ତି ମାଓବାଦୀ। ଗତ କାଲି ରାତ୍ରି ରେ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ଆସି ନଡ଼ିଆ ରାଣୀ ନାମକ ଏକ ବସ କୁ ପୋଡ଼ିଦେଇଛନ୍ତି । ବସଟି କୋମାରପାଲ୍ଲୀ ଠାରୁ ମୋଟୁ କୁ ଯାତାୟତ କରୁଥିଲା। ସହିଦ ସପ୍ତାହ ଚାଲୁରହିବା ବେଳେ ପୁଣି ଏପରି ଘଟଣା ଘଟାଇ ଛନ୍ତି ମାଓବାଦୀ।

Show More

Related Articles

Leave a Reply

Your email address will not be published. Required fields are marked *

Close