fbpx

ବଢ଼ିବନି ଲକ୍ ଡାଉନ ଅବଧି

ଭୁବନେଶ୍ୱର, ୩୦ା୩(ଓଡ଼ିଶା ଭାସ୍କର): ଦେଶରେ ଲକ୍ ଡାଉନ ବଢ଼ିବା ଅବଧିକୁ ଖାରଜ କରିଛନ୍ତି ସରକାର । ଏହାସହ ପୂର୍ବରୁ ଲକ୍ ଡାଉନ ଅବଧି ବଢ଼ିବାନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସରକାର । ଏନେଇ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌୱା ବୟାନ ଦେଇ କହିଛନ୍ତି ଯେ ଲକ୍ ଡାଉନ ଅବଧି ବଢ଼ିବା ନେଇ କୌଣସି ଯୋଜନା ନାହିଁ । କରୋନା ସତର୍କତା ପାଇଁ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଅନୁସାରେ ଏପ୍ରିଲ ୧୪ରେ ଲକ୍ ଡାଉନ ଅବଧି ଶେଷ ହେଉଛି । ଏହାପରେ ଲକ୍ ଡାଉନ ଅବଧି ପୁଣି ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏଭଳି କୌଣସି ଯୋଜନା ନଥିବା ରାଜୀବ ଗୌୱା ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.