CRIMEODISHATOP STORIES

ପୋଲିସ ବେଶରେ ଲୁଟ

ଯାଜପୁର,୩୧ା୧(ଓଡ଼ିଶା ଭାସ୍କର): ପୋଲିସ କହି ବୃଦ୍ଧା ଦମ୍ପତିଙ୍କ ଠାରୁ ସୁନା ଚେନ ଲୁଟ ହୋଇଛି । ଯାଜପୁର ଥାନା ଦଳା ବାଇପାସ ରୋଡ଼ରେ ଅପେକ୍ଷା କରିଥିବା ବୃଦ୍ଧା ଦମ୍ପତ୍ତି ପାଖରେ ପହଞ୍ଚିଥିଲେ ପୋଲିସ ବେଶରେ ତିନି ଦୃବୁତ୍ତ । ପୋଲିସ ପରିଚୟ ଦେଇ ତାଙ୍କୁ ସୁନା କାହିଁକି ପିନ୍ଧିଚ ବୋଲି କହିଥିଲେ । ବୃଦ୍ଧା ଜଣ ବେକରୁ ସୁନା ଚେନ କାଢ଼ିବା ପରେ ଚେନ ନେଇ ଚମ୍ପଟ ମାରିଥିଲେ ଦୃବୁତ୍ତ ।

Show More

Related Articles

Leave a Reply

Your email address will not be published. Required fields are marked *

Close