CRIMEODISHATOP STORIES

ବାଇକ ଚୋରୀ ରାକେଟ୍ ଠାବ, ଜଣେ ଗିରଫ

ଜଳେଶ୍ୱର, ୨ା୨(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ପୁଲିସ ଅନେକ ସ୍ଥାନରେ ଚଢାଉ କରି ଶନିବାର ଅନେକ ଚୋରା ବାଇକ ଜବତ କରିଛି । ସେଗୁଡିକ ମଧ୍ୟରେ ୯ଟି ବାଇକ ରହିଛି । ବାଇକ ଚୋରି ଅଭିଯୋଗରେ ତାକତପୁର ଅଞ୍ଚଳର ମଦନ ମୋହନ ଦାସଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ସୂଚନାଅନୁଯାୟୀ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝିଙ୍କ ଆଦେଶରେ ୫ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଗିରଫ କରିଥିବା ଅଭିଯୁକ୍ତ ପ୍ରଦୀପ ଠାରୁ ବର୍ଷକ ତଳେ ୨୬ଟି ଗାଡ଼ି ଜବତ କରିଥିଲା । ତେଣୁ ଏହା ପଛରେ ଏକ ବଡ଼ ଚୋରୀ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତକୁ ପୋଲିସ ପଚରାଉଚୁରା ଜାରୀ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *