CRICKETSPORTSPORTSTOP STORIES

ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ର ଅନ୍ତିମ ଦିନିକିଆ

ୱେ ଲିଂଟନ୍, ୩ା୨: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ରବିବାର ସେଠାରେ ଘରୋଇ ଦଳ ବିପକ୍ଷରେ ୱେ ଲିଂଟନ୍ର ୱେ ଷ୍ଟପ୍ୟାକ୍ ଷ୍ଟାଡିୟମ୍ରେ ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ ଖେଳିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ଏବେ ୪-୧ରେ ଆଗୁଆ ଅଛି । ପ୍ରଥମ ୩ଟି ମ୍ୟାଚ୍ ଭାରତ ଜିତିଥିଲେ ମଧ୍ୟ ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ଭାରତୀୟ ଟିମ୍କୁ ପରାଜିତ କରିଥିଲା । ତେଣୁ ପଞ୍ଚମ ମ୍ୟାଚ୍ ଜିତିବା ପାଇଁ ଉଭୟ ଟିମ୍ ଜୋରଦାର ଉଦ୍ୟମ କରିବେ ।

Show More

Related Articles

Leave a Reply

Your email address will not be published. Required fields are marked *