NATIONALTOP STORIES

ବଙ୍ଗ ବିବାଦର ଆଜି ହେବ ଶୁଣାଣି

ନୂଆ ଦିଲ୍ଲୀ, ୫ା୨: ସବୁ ଲୋକଙ୍କ ନଜର ଏବେ କୋଲକାତା ଉପରେ ଅଛି । ଆଉ କିଛି ସମୟ ପରେ ହେବ ବଙ୍ଗ ବିବାଦର ଶୁଣାଣି । ସାରଦା, ରୋଜଭ୍ୟାଲି ବିବାଦରେ ପୋଲିସ କମିଶନର ରାଜୀବଙ୍କୁ ଦାୟୀ କରାଯାଇଛି । ରାଜୀବ କୁମାରଙ୍କ ବିରୋଧରେ ପ୍ରମାଣ ନଷ୍ଟ କରାଯିବା ଅଭିଯୋଗ ଆସିଛି । ସୁପ୍ରିମକୋର୍ଟରେ ସିବିଆଇ ଦେବ ପ୍ରମାଣ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇ ପ୍ରମାଣ ମାଗିଛନ୍ତି । ଯଦି ପଶ୍ଚିମବଙ୍ଗ ପୋଲିସ କମିଶନରଙ୍କ ବିରୋଧରେ ମାମଲା ପ୍ରମାଣିତ ହୋଇଯିବ ତେବେ ତାଙ୍କୁ କଠୋର ଶାସ୍ତି ମିଳିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close