ENTERTAINMENTTOP STORIES

ନିର୍ଦ୍ଦେଶକ ଚକ୍ରଧର ସାହୁ ଙ୍କ ପରଲୋକ

ଭୁବନେଶ୍ୱର, ୬ା୨(ଓଡ଼ିଶା ଭାସ୍କର): ଓଡ଼ିଆ ସିନେଜଗତର ବିଶିଷ୍ଟ ନିର୍ଦ୍ଦେଶକ ଗକ୍ରଧର ସାହୁଙ୍କର ଆଜି ଭୋର ୫ଟା ୪୫ ମିନିଟ୍ ରେ ଦେହାନ୍ତ ହୋଇଛି । ସେ ଲଙ୍ଗ ଇନଫେକ୍ସରେ ପୀଡ଼ିତ ଥିଲେ । ତେଣୁ ସେ ୧୫ଦିନ ହେବ ଏମ୍ସ ରେ ଚିକିତ୍ସିତ ହେଉଥିଲେ । ସେ ଆଇସିୟୁରେ ମଧ୍ୟ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

Show More

Related Articles

Leave a Reply

Your email address will not be published. Required fields are marked *