SPORTSTOP STORIES

ଟି-୨୦ରେ ପ୍ରଥମେ ବୋଲିଂ କରିବ ଭାରତ

ୱେଲିଂଟନ, ୬।୨: ଟି-୨୦ ମ୍ୟାଚରେ ଆଜି ମୁହାଁ ମୁହିଁ ହୋଇଛନ୍ତି ଭାରତୀୟ ଟିମ୍ ଓ ନ୍ୟୁଜିଲାଣ୍ଡ ଟିମ୍ । ୱେଲିଂଟନରେ ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି । ମ୍ୟାଚର ଆରମ୍ଭରୁ ଟସ ପଡ଼ିଛି ଏବଂ ଟସରେ ଭାରତ ଜିତିଛି । ଟସ ଜିତିଲା ପରେ ଭାରତୀୟ ଟିମ୍ ର ଅଧିନାୟକ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close