ENTERTAINMENTTOP STORIES

ଅଭିନୟଠୁ ଦୂରେଇ ରାଜନୀତିକୁ ଓହ୍ଲାଇଲେ ଶିଳ୍ପା ସିନେ୍ଧ

ମୁମ୍ବାଇ, ୬ା୨: ଟିଭି ସିରିଏଲ ଭାବିଜି ଘର ପର ହେରେ ଶିଳ୍ପା ସିନେ୍ଧ ଅଭିନୟ କରୁଥିଲେ । ସେ ଭାବିଜି ଘର ପର ହେ ଅଭିନୟରୁ ବେଶ ଅଭିନେତ୍ରୀ ହିସାବରେ ବେଶ ଲୋକପ୍ରିୟ ହୋଇପାରିଥିଲେ । ଏତିକି ନୁହେଁ ତାପରେ ୨୦୧୭ ରିଆଲିଟି ସୋ ସିଜିନ ୧୧ରେ ଭାଗ ନେଇ ସେଥିରେ ସେ ବିଜୟ ମଧ୍ୟ ହୋଇଥିଲେ । ଅଭିନୟ ଦୁନିଆ ଛାଡ଼ି ସେ ଏବେ ରାଜନୀତିକୁ ଓହ୍ଲାଇଛନ୍ତି । ଶିଳ୍ପା ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଆଜି ସେ ମୁମ୍ବାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ଏବଂ ପାର୍ଟି ନେତା ଚରଣ ସିଂହ ସାପରାଙ୍କ ଉପସ୍ଥିତିରେ କ୍ଂଗ୍ରେସକୁ ପ୍ରବେଶ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *