CRIMEODISHATOP STORIES

ରାଜଧାନୀରୁ ବ୍ରାଉନ ସୁଗର୍ ଜବତ, ମହିଳା ଗିରଫ

ଭୁବନେଶ୍ୱର, ୭।୨ (ଓଡ଼ିଶା ଭାସ୍କର): ରାଜଧାନୀରେ କାୟା ମେଲାଇ ଚାଲିଛି ବ୍ରାଉନ ସୁଗର୍ ବ୍ୟବସାୟ। ପୋଲିସ ପକ୍ଷରୁ ବାରମ୍ବାର ଚଢାଉ ସତ୍ତ୍ଵେ ଏହି ଧଳା ଜହ ର ବ୍ୟବସାୟ କମିବାର ନାମ ନେଉ ନାହିଁ। ଆଜି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ବାରି ଅଞ୍ଚଳରୁ ପୋଲିସ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ ସୁଗର୍ ଜବତ କରିଛି। ଏହାସହ ଜଣେ ମହିଳାଙ୍କୁ ଏହି ବ୍ୟବସାୟରେ ସଂପୃକ୍ତ ଥିବା ଅଭିଯୋଗ ରେ ଗିରଫ କରାଯିବା ସହ ତାଙ୍କ୍ ଠାରୁ ୫ ହଜାର ଟଙ୍କା ଜବତ କରାଯାଇଛି। ଖାସ୍ କରି ପଶ୍ଚିମ ବଙ୍ଗ ଓ ବାଲେଶ୍ବରରୁ ଏହି ବ୍ରାଉନ ସୂଗର ଭୁବନେଶ୍ୱର ଆସୁଥିବା ଜଣା ପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close