NATIONALNATIONAL NEWSNEWSTOP STORIES

ସଂସଦର ସେଣ୍ଟ୍ରାଲ ହଲରେ ଲାଗିବ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ

ନୂଆଦିଲ୍ଲୀ, ୭ା୨ : ଚଳିତ ମାସ ୧୨ ତାରିଖରେ ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଚିତ୍ର ସଂସଦର ସେଣ୍ଟ୍ରାଲ ହଲରେ ଲଗାଯିବ । ଏହି ଚିତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉନ୍ମୋଚନ କରିବେ ବୋଲି ସୂଚନା ମିଳିଛି । ଏବଂ ସେତେବେଳେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।

Show More

Related Articles

Leave a Reply

Your email address will not be published. Required fields are marked *