ENTERTAINMENTTOP STORIES

ସୁସ୍ଥ ହେଲେ ଲୋକପ୍ରିୟ ଗାୟକ ସୋନୁ ନିଗମ

ମୁମ୍ବାଇ, ୭।୨: ବଲିଉଡ଼ର ଲୋକପ୍ରିୟ ଏବଂ ବେଶ ପରିଚିତ ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ସୂଚନା ମିଳିଛି ଯେ ସୋନୁଙ୍କ ଶରୀରରେ ସି ଫୁଡ଼ ଖାଇ ଆଲର୍ଜି ହୋଇଥିବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ଫଳରେ ସେ ଘରକୁ ଫେରିଛନ୍ତି । ସେ ଏକ ସୋସିଆଲ ମେଡ଼ିଆରେ ନିଜ ଫଟୋକୁ ସେୟାର କରି କହିଛନ୍ତି ସମସ୍ତିଙ୍କ ଭଲପାଇବା ଯୋଗୁ ମୁଁ ବହୁତ ଶୀଘ୍ର ଭଲ ହୋଇଗଲି ବୋଲି ସେ ଦର୍ଶାଇଛନ୍ତି। ଆଉ ମଧ୍ୟ ସେ କହିଛନ୍ତି ଯେ, କୌଣସି ପ୍ରକାର ଆଲର୍ଜିକୁ ଅଣଦେଖା କରନ୍ତୁ ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *