NATIONALTOP STORIES

ହ୍ୱାଟସଆପ ଭାରତରେ ବନ୍ଦ ହୋଇପାରେ!

ନୂଆଦିଲ୍ଲୀ, ୭ା୨: ଭାରତରେ ପ୍ରାୟତଃ ସମସ୍ତେ ହ୍ୱାଟସଆପ ବ୍ୟବହାର କରନ୍ତି । ତଥ୍ୟ ଆଦାନ ପ୍ରଦାନରେ ଏହା ଏକ ଭଲ ମେସେଜିଂ ଆପ । କିନ୍ତୁ ଏହି ହ୍ୱାଟସଆପ ଉପରେ ଏବେ ଭାରତ ସରକାର କଡ଼ାକଡ଼ି ନିୟମ ଲଗାଇବାକୁ ଯାଉଛି । ସୂଚନା ମିଳିଛି ତେଣୁ କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ସରକାର ହ୍ୱାଟସଆପର ଡାଟାସେୟାରିଂ ରେଗୁଲେସନକୁ କଡ଼ାକଡ଼ି ଲଙ୍କଜ୍ଞର ବିଚାର କରୁଥିବାରୁ ହ୍ୱାଟସଆପ କମ୍ପାନୀ ଚେତାବନି ଦେଇଛି ଏପରି କଲେ ସେ ଜାରତ ଛାଡ଼ିଦେବ ।

Show More

Related Articles

Leave a Reply

Your email address will not be published. Required fields are marked *

Close