ENTERTAINMENTNATIONALTOP STORIES

ହଲରେ ଫିଲ୍ମର ଭିଡ଼ିଓ ରେକର୍ଡ଼ କଲେ ୧୦ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ, ୮।୨: ଫିଲ୍ମର ରିଲିଜ ହେବାର କିଛି ଦିନ ପରେ ନେଟ ହେଉ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଆମେ ନୂଆ ଫିଲ୍ମ ଦେଖିପାରୁଛେ । ଫିଲ୍ମର ପାଇରେସିକୁ ରୋକିବା ପାଇଁ ମୋଦି ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ରିଲିଜ ହେବାର କିଛି ସମୟପରେ ସିନେମା ଲିକ୍ ହୋଇ ଯାଉଛି। ତେଣୁ ଫିଲ୍ମ୍ ର ପାଇରସି ରୋକିବାକୁ ସରକାର ସିନେମାଟୋଗ୍ରାଫି ଅଧିନିୟମ କରିଛନ୍ତି । ଯେଉଁଥିରେ ସିନେମାର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିନା ଅନୁମତିରେ ସିନେମା ହଲରେ ସିନେମାର ଭିଡ଼ିଓ ରେକର୍ଡ଼ କରିଲେ ୧୦ଲକ୍ଷ ଟଙ୍କା ଫାଇନ ସହ ୩ବର୍ଷ ଜେଲ ମଧ୍ୟ ହୋଇପାରେ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କ୍ୟାବିନେଟରେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close