BUSINESSTOP STORIES

ଗ୍ରାହକ ମାନଙ୍କ ପାଇଁ ପସନ୍ଦିତା ଆସସ ପତଳା ନୋଟବୁକ

ଭୁବନେଶ୍ୱର, ୧୧ା୨(ଓଡ଼ିଶା ଭାସ୍କର): ଲୋକମାନଙ୍କ ପାଇଁ ଆସସ କମ୍ପାନୀ ଏକ ଭାରସଯୋଗ୍ୟ ବ୍ରାଣ୍ଡ । ଗ୍ରାହକ ମାନଙ୍କୁ ଖୁସି କରିବା ପାଇଁ ଏବଂ ଆହୁରି ଷ୍ଟାଇଲିସ କରିବା ପାଇଁ ଏହି କମ୍ପାନୀ ପକ୍ଷରୁ ଆସିଯାଇଛି ପତଳା ନୋଟବୁକ ସିରିଜ ଜେନବୁକ । ଏହାକୁ ଉନ୍ମୋଚନ ମଧ୍ୟ କରାସାରିଛି । ଏହି ସିରିଜରେ ତିନୋଟି ଲାପଟପ ଜେନବୁକ ୧୩, ୧୪ ଓ ୧୫ ରହିଛି । ଏହିଗୁଡ଼ାକ ବହୁତ ପତଳା ସହ ହାଲକା ଓ ନମନୀୟ ମଧ୍ୟ । ଜେନବୁକ ସିରିଜର ଲାପଟପଗୁଡ଼ିକ ବହୁତ ୟୁଜର ଫ୍ରେଣ୍ଡଲି ଏବଂ ଏଥିରେ କାମ କରିବା ଅତି ସହଜ ବୋଲି କମ୍ପାନୀର ଗେମିଂ ବିଭାଗ ମୁଖ୍ର ଆର୍ନୋଲ୍ଡ ସୁ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *