ODISHATOP STORIES

୨ ଯୁବତୀଙ୍କ ଉପରେ ଚଢ଼ିଗଲା ଟ୍ରଲର

ରାଉରକେଲା,୧୧।୨( ଓଡିଶା ଭାସ୍କର): ନିୟନ୍ତ୍ରଣ ହରାଇ ସ୍କୁଟି ଉପରକୁ ମାଡ଼ିଗଲା ଟ୍ରଲର । ଫଳରେ ସ୍କୁଟିରେ ବସିଥିବା ୨ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୁତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିସିଏଲ ଛକ ନିକଟରେ । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରଲର ନେଇ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ତେବେ ମୃତ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close