NATIONALTOP STORIES

ଏପ୍ରିଲ ୮ରୁ କାର୍ଯ୍ୟ କରିବେ ଲୋକାୟୁକ୍ତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧ା୨: ଆଜି ଲୋକାୟୁକ୍ତ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ନିର୍ଦ୍ଦେଶ ଦିଆଯାଇଚି ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ଏହି ଲୋକାୟୁକ୍ତ ଚୟନ । ଏପ୍ରିଲ ୮ରୁ କାର୍ଯ୍ୟ କରିବେ ଚୟନ ହୋଇଥିବା ଲୋକାୟୁକ୍ତ । ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠରେ ହୋଇଛି ଶୁଣାଣି ।

Show More

Related Articles

Leave a Reply

Your email address will not be published. Required fields are marked *