NATIONALTOP STORIES

ସ୍ତ୍ରୀ ଓ ଶିଶୁକୁ ଜିଅନ୍ତା ନିଆଁରେ ପୋଡି ଥାନାରେ ପହଞ୍ଚିଲା ସ୍ୱାମୀ

ନୂଆଦିଲ୍ଲୀ,୧୧ ।୨: ପାରିବାରିକ କଳହକୁ ନେଇ ସ୍ତ୍ରୀ ଓ ୪ ବର୍ଷର ଶିଶୁକୁ ଜୀବନ୍ତ ନିଆଁରେ ପୋଡି ଥାନାରେ ଆତ୍ମସର୍ମପଣ କରିଛି ଅଭିଯୁକ୍ତ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦ ଘାଟକେସର ଅଞ୍ଚଳର ଗୁଦୁର ଗ୍ରାମରେ । ଅଭିଯୁକ୍ତ ରମେଶ ୱାରଙ୍ଗଲ ଓ ତାଙ୍କ ପତ୍ନୀ ସୁଶ୍ରିତାଙ୍କ ମଧ୍ୟରେ ବହୁଦିନରୁ କୌଣସି କାରଣ ବଶତଃ ଝଗଡା ଲାଗିରହିଥିଲା । ରାଗରେ ସୁଶ୍ରିିତା ନିଦ ବଟିବା ଖାଇବା ସହିତ ନିଜ ଶିଶୁକୁ ବି ନିଦ ବଟିକା ଖୁଆଇଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ରମେଶ ସ୍ତ୍ରୀ ଓ ଶିଶୁକୁ ବାନ୍ଧି ନେଇ କୌଣସି ଏକ ଜାଗାରେ ଜିଅନ୍ତା ପୋଡି ଦେଇଥିଲା ।

ଅଭିଯୁକ୍ତ ରମେଶଙ୍କ ଥାନାରେ ଆତ୍ମସର୍ମପଣ କରିବା ପରେ ପୋଲିସ ଘଟଣାର ଦଦନ୍ତ ଆରମ୍ଭ କରିଦେଇଛି ।

Show More

Related Articles

Leave a Reply

Your email address will not be published. Required fields are marked *