ODISHATOP STORIES

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୮ଟି ନୂଆ ଆହାର କେନ୍ଦ୍ରର ଲୋକାର୍ପଣ

ଭୁବନେଶ୍ୱର, ୧୧ା୨(ଓଡ଼ିଶା ଭାସ୍କର): ଆଜି ସଚିବାଳୟରେ ୩୮ ଟି ଆହାର କେନ୍ଦ୍ରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଯେଉଁଥିରେ ୩୮ଟି ନୂଆ ଆହାର କେନ୍ଦ୍ରର ଲୋକାର୍ପଣ ହୋଇଛି । ଭିଡିଓ କନଫରେନ୍ସ (ଭିସି) ଯୋଗେ ଏହି ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ ।

Show More

Related Articles

Leave a Reply

Your email address will not be published. Required fields are marked *