ODISHATOP STORIES

ପିକଅପ ଭ୍ୟାନ ଓଲଟି ୩ମୃତ, ୧୨ଗୁରୁତର

ମାଲକାନଗିରି, ୧୧ା୨ (ଓଡ଼ିଶା ଭାସ୍କର): ମାଲକାନଗିରି ମାଥିଲି ଥାନା ସଲପଦର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ପାଙ୍ଗାମରୁ ମାଥିଲି ଯିବା ବାଟରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଏକ ପିକଅପ ଭ୍ୟାନ ଓଲଟି ଯାଇ ୩ଜଣ ମୃତ୍ୟୁ ଏବଂ ୧୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ମାନଙ୍କୁ ମାଥିଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *