NATIONALNATIONAL NEWSNEWSTOP STORIES

ଲକ୍ଷ୍ନୌ ରେ ପ୍ରିୟଙ୍କା, ରାହୁଲଙ୍କ ରୋଡ଼ ସୋ

ଲକ୍ଷ୍ନୌ, ୧୧।୨: ଉତ୍ତରପ୍ରଦେଶ ରେ କଂଗ୍ରେସ ତରଫରୁ ଆୟୋଜିତ ଏକ ବିଶାଳ ରୋଡ ସୋ ରେ ଯୋଗ ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଏହା ସହ ତାଙ୍କ ଭାଇ ତଥା କଂଗ୍ରେସ ଅଧକ୍ଷ ରାହୁଲ୍ ଗାନ୍ଧୀ , କଂଗ୍ରେସ ର ନବ ନିଯୁକ୍ତ ମହାସଚିବ ଜ୍ୟୋତି ରାଦିତ୍ୟ ସିନ୍ଧିଅା ମଧ୍ୟ ଏହି ରାଲିରେ ସାମିଲ୍ ଅଛନ୍ତି। ୧୨ କିମି ପର୍ଯ୍ୟନ୍ତ ଏହି ରୋଡ ସୋ ଚାଲିଥିଲା। ରୋଡ ସୋ ରେ ବିପୁଳ ସଂଖ୍ୟକ ଜନସାଧାରଣଙ୍କ ଯୋଗଦାନ ପ୍ରିୟଙ୍କା ଗାନ୍ଧୀ ଙ୍କ ଲୋକପ୍ରିୟତା କୁ ଦର୍ଶାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close