ODISHATOP STORIES

ରାଜ୍ୟରେ କାମୁଛି ଶୀତର ପ୍ରକୋପ: ଆଗକୁ ବଢିପାରେ ତାତି

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ କମିବାରେ ଲାଗିଛି । ଆଉ ପ୍ରାୟ ଗୋଟିଏ ସପ୍ତାହ ପରେ ତାତି ବଢ଼ିଯିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗକୁ ପାଗ ଟିକେ ମେଘୁଆ ରହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ତାପମାତ୍ରା ବୃଦ୍ଧି ପାଇଁ ଗରମ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ରର ବରିଷ୍ଠ ଅଧିକାରୀ କହିଛନ୍ତି । ଏବେ ରାଜ୍ୟରେ ସମସ୍ତ ସହର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ଉପରେ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close