NATIONALPOLITICSTOP STORIES

ମୋଦିଙ୍କୁ ଚନ୍ଦ୍ରବାବୁ ନାଇଡୁଙ୍କ କଡା ସମାଲୋଚନା

ଆନ୍ଧ୍ରପ୍ରଦେଶ,୧୧ ।୨: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିବାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଗତକାଲି ଚନ୍ଦ୍ରବାବୁ କହିଛନ୍ତି କି, “ମୋଦି ବିବାହର ମାତ୍ର ୨ ବର୍ଷ ପରେ ପାରିବାରିକ ଜୀବନରୁ ବାହାରି ରାଜନୀତିରେ ଯୋଗ ଦେଇଥିଲେ । ମୋଦି କେବେବି ପାରିବାରିକ ବ୍ୟବସ୍ଥାକୁ ସମ୍ମାନ ଦେଉନାହାନ୍ତି, ଯଦି ସମ୍ମାନ କରିଥାନ୍ତେ ତାହେଲେ କେବେ ବି ନିଜ ଧର୍ମପତ୍ନୀ ଯଶୋଦାବେନଙ୍କୁ ତ୍ୟାଗ କରି ନଥାନ୍ତେ ।”
ତେବେ ପୂର୍ବରୁ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଲୋକେଶର ପିତା କହିବା ପରେ ଚନ୍ଦ୍ରବାବୁ ଏପରି ପ୍ରତିକ୍ରିୟା ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *