ENTERTAINMENTTOP STORIES

ଆଗକୁ ପରଦାରେ ନଜର ଆସିବେ ଅନୁ ଓ ସିଦ୍ଧାନ୍ତଙ୍କ ଯୋଡ଼ି

ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବଂ ଅଭିନେତ୍ରୀ ଅନୁଙ୍କ ଜୋଡ଼ି ବହୁତ ଦିନ ହେବ ଦର୍ଶକମାନେ ଦେଖିବାକୁ ପାଇନଥିଲେ । କିନ୍ତୁ ଏବେ ଆଗକୁ ଆସୁଛି ଏମାନଙ୍କ ଯୋଡ଼ି । ସୁଟିଂରେ ଦେଖିବାକୁ ମିଳିଛି ଏମାନଙ୍କ କେମେଷ୍ଟ୍ରି । ଛବିରାଣୀ ସିନେମାରେ ଏମାନେ ଦୁହେଁ କାମ କରୁଛନ୍ତି । ଖୁବଶୀଘ୍ର ଏମାନଙ୍କ ଯୋଡ଼ି ପରଦାରେ ଦେଖିବାକୁ ମିଳିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close