ODISHATOP STORIES

ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

କୋରାପୁଟ, ୧୧ା୨(ଓଡ଼ିଶା ଭାସ୍କର): କୋରାପୁଟରେ ପରୀକ୍ଷା ପରିବର୍ତ୍ତନକୁ ନେଇ ରାସ୍ତାରେ ବସିଛନ୍ତି ଛାତ୍ରଛାତ୍ରୀମାନେ । ସୂଚନାଯୋଗ୍ୟ କୋରାପୁଟ ଜିଲ୍ଲା କୁମ୍ଭୀରପୁଟ ମଙ୍ଗଳ ବିଭାଗର ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନର ସମସ୍ତ ଛାତ୍ର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇଥିବାରୁ ରାସ୍ତା ରୋକ କରି ରାସ୍ତାରେ ବସିଛନ୍ତି । କାରଣ ସେଠାରେ ଆଗରୁ ଗତବର୍ଷ ଯାଏଁ ପରୀକ୍ଷା ହୋଇଆସୁଥିଲା । କିନ୍ତୁ ୨୦୧୯ରେ ଲକ୍ଷ୍ମୀପୁରଠାରେ ପରୀକ୍ଷା କେନ୍ଦ୍ର ପକେଇବାରୁ ତାଙ୍କର ଯାତାୟତରେ ବହୁତ ଖର୍ଚ୍ଚ ହୋଇଯିବ ବୋଲି ଓ ସରକାରଙ୍କ ନିୟମ ଅନୁସାରେ ୫ ରୁ ୧୦ କିଲୋମିଟର ଭିତରେ ପକେଇବା କଥା କିନ୍ତୁ ଉକ୍ତ କେନ୍ଦ୍ର ୫୦କିଲୋମିଟର ହେଉଥିବାରୁ ସେମାନେ ରାସ୍ତା ଅବରୋଧ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close