NATIONALNATIONAL NEWSNEWSTOP STORIES

ଉଜ୍ଜ୍ୱଳା ସବୁଠୁ ସଫଳତମ ଯୋଜନା: ଉମା

ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ଉଜ୍ଜ୍ୱଳା ହିତାଧୀକାରୀଙ୍କ ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଅାଲୋଚନା କରିଛନ୍ତି। ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉମା ଭାରତୀ ଏହି ଆଲୋଚନା କରିଛନ୍ତି। ଏହି ଅବସରରେ ଉମା କହିଛନ୍ତି ଯେ, ଉଜ୍ଜ୍ୱଳା କେନ୍ଦ୍ର ସରକାରଙ୍କର ସବୁଠୁ ସଫଳତମ ଯୋଜନା । ଆଉ ମଧ୍ୟ ସେ କହିଛନ୍ତି ଯେ, ୨୦୧୯ ଗାନ୍ଧି ଜୟନ୍ତୀ ସୁଦ୍ଧା ସବୁ ଗାଁକୁ ଖୋଲା ଶୌଚମୁକ୍ତ କରାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close