ENTERTAINMENTTOP STORIES

ଆଗକୁ ଆସୁଛି ସୋନ ଚିରୟାର ସେକେଣ୍ଡ ଭରସନ

ମୁମ୍ବାଇ, ୧୧ା୨: ଆଜି ରିଲିଜ ହୋଇଛି ବଲିଉଡ଼ର ଆଗକୁ ଆସୁଥିବା ସୋନ ଚିରୟାର ସେକେଣ୍ଡ ଟ୍ରେଲର ।ସୂଚନା ଅନୁଯାୟୀ ଆସନ୍ତା ମାସ ୧ ତାରିଖରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି । କିନ୍ତୁ ଦର୍ଶକମାନେ ୟ୍ୟୁଟୁବରେ ଏହାର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦେଖିପାରିବେ । ଷ୍ଟାର କାଷ୍ଟମାନେ ଯେମିତି ପ୍ରଥମ ଟ୍ରେଲରକୁ ପସନ୍ଦ କରିଥିଲେ ସେମିତି ଦ୍ୱିତୀୟଟାକୁ ମଧ୍ୟ ପସନ୍ଦ କରିବେ । ଏହି ସିନେମାରେ ସୁଶାନ୍ତି ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡ଼ନାକର, ଆଶୁତୋଷ ରାଣା ଓ ରଣବୀର ନଜର ଆସିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Close