HEALTH & LIFE STYLEODISHATOP STORIES

ଭୟ ସୃଷ୍ଟି କରୁଛି ସ୍ୱାଇନ ଫ୍ଲୁର ଆତଙ୍କ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ସମସ୍ତ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ସ୍ୱାଇନ ଫ୍ଲୁରେ ବହୁତ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଭୁବନେଶ୍ୱର ସ୍ଥିତ ଘରୋଇ କ୍ଲିନିକରେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ସବୁ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ୧୬ଜଣ ପରେ ଏହି ଫ୍ଲୁରେ ଆକ୍ରାନ୍ତ ହୋଇସାରିଲେଣି । ଏବଂ ଜଣେ ଦୁଇଜଣ ମଧ୍ୟ ମୃତ୍ୟୁବରଣ କରିସାରିଲେଣି । ଏହା ସବୁ ପ୍ରାୟତଃ ରାଜଧାନୀ ଆଖପାଖ ଅଞ୍ଚଳରେ ଆକ୍ରାନ୍ତ ରୋଗୀ ମାନଙ୍କୁ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଓଡ଼ିଶାଠାରୁ ଅଧିକ ସଂଖ୍ୟାରେ ସ୍ୱାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *