CRIMEODISHATOP STORIES

ବାଲେଶ୍ୱରରେ ଡ଼ବଲ ମର୍ଡ଼ର

ବାଲେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ଏକ ଘରୁ ମିଳିଛି ଦୁଇ ଦୁଇଟି ମୃତ ଦେହ । ବାଲେଶ୍ୱର ରାଣୀପାଟଣା ବ୍ୟାଙ୍କ କଲୋନୀରେ ଘଟିଛି ଏହି ମର୍ଡ଼ର । ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରୁ ଏକ ପୁରୁଷ ଏବଂ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରାଯାଇଛି । ପରକୀୟା ପ୍ରୀତିରୁ ଡ଼ବଲ ମର୍ଡ଼ର କରାଯାଇଥିବା ସେହି କଲୋନୀର ଲୋକମାନେ ଆଲୋଚନା କରୁଛନ୍ତି । ସନ୍ଦେହରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରି ନେଇଛି ଏବଂ ତନାଘନ ପଚରାଉଚରା କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *