ODISHATOP STORIES

ନକ୍ସଲଙ୍କ ଗୁଳିରେ ଯୁବକ ମୃତ

ନବରଙ୍ଗପୁର,୧୨ ।୨(ଓଡ଼ିଶା ଭାସ୍କର): ନକ୍ସଲଙ୍କ ଗୁଳିରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ମୃତ ଯୁବକଙ୍କ ନାମ ଟୁନୁ ଗଣ୍ଡ । ନବରଙ୍ଗପୁର ଅନ୍ତର୍ଗତ ରାଇଘର ଭେନସ ଗ୍ରାମରେ ଟୁନୁଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ପୋଲିସଙ୍କୁ ତଥ୍ୟ ଯୋଗାଉଥିବା ସନ୍ଦେହ କରି ନକ୍ସଲମାନେ ଏପରି ହତ୍ୟାକାଣ୍ଡ କରିଥିବାର ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close