NATIONALTOP STORIESUncategorized

ନାଗେଶ୍ୱରଙ୍କ ପ୍ରତି ସୁପ୍ରିମକୋର୍ଟ କଠୋର, ଲକ୍ଷେ ଟଙ୍କା ଜୋରିମାନା ସହ କୋର୍ଟ ରୁମ୍ ରେ ଦିନ ସାରା ବସି ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨ ।୨ : ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡିଶା କ୍ୟାଡର ଆଇପିଏସ ଏମ୍ ନାଗେଶ୍ୱର ରାଓଙ୍କୁ ଆଜି ସୁପ୍ରିମକୋର୍ଟଙ୍କ ତରଫରୁ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ନାଗେଶ୍ଵରଙ୍କୁ ଏକ ଲକ୍ଷ ତାଙ୍କ ଜୋରିମାନା ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି । ଏହାସହ କୋର୍ଟ ନାଗେଶ୍ଵର ଙ୍କୁ ଦିନ ସାରା କୋର୍ଟ ରୁମ୍ ର ଗୋଟିଏ କୋଣରେ ଦିନ ସାରା ବସି ରହିବାକୁ ନିର୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ଅଭିଯୋଗରେ କୋର୍ଟ ଆଜି ତାଙ୍କୁ ବ୍ୟକ୍ତିଗତ ଭାବେ ହଜାର ହେବାକୁ ନେର୍ଦେଶ ଦେଇଥିଲେ । ତେଣୁ ନାଗେଶ୍ୱର ଆଜି କୋର୍ଟରେ ହାଜର ହେବା ପରେ ପ୍ରଧାନ ବିଚାରପାତି ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କୁ ସମାଲୋଚନା କରିଥିଲେ । ନାଗେଶ୍ଵର ରାଓ ନିସର୍ତ କ୍ଷମା ପ୍ରାର୍ଥନା କରି ଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close