ODISHATOP STORIES

ବିଶ୍ୱକପ୍ ହକିରେ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ବିଶ୍ୱକପ୍ ହକିରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଖଣ୍ଡନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗକୁ ବାହାସ୍ଫୋଟ ମାରିବା ସହିତ ଚନ୍ଦ୍ର ସାରଥୀ କହିଛନ୍ତି ଯେ, ବିଶ୍ୱକପ୍ ହକିରେ କୌଣସି ଦୁର୍ନୀତି ହୋଇନାହିଁ, ତେଣୁ ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ଅଟେ ।
ସୂଚନାଯୋଗ୍ୟ କି, ପୂର୍ବରୁ ବିଶ୍ୱକପରେ ରାଜ୍ୟଗୋଷ୍ଠୀ କ୍ରୀଡା ଭଳି ଦୁର୍ନୀତି ହୋଇଥିବାର ଅଭିଯୋଗ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Show More

Related Articles

Leave a Reply

Your email address will not be published. Required fields are marked *