ODISHATOP STORIES

ସଂସ୍କାର ପାଇଁ ଅଣ୍ଟା ଭିଡ଼ିଲେ ଶଙ୍କରାଚାର୍ଯ୍ୟ

ପୁରୀ, ୧୨ା୨(ଓଡ଼ିଶା ଭାସ୍କର):ଶ୍ରୀମନ୍ଦିରରେ ସଂସ୍କାର ନୀତି ପାଇଁ ଅଣ୍ଟା ବିଢ଼ିଛନ୍ତି ଶଙ୍କରାଚାର୍ଯ୍ୟ । ଆସନ୍ତା ୧୭ରେ ଗୋବର୍ଦ୍ଧନ ମଠରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ବୈଠକ ରଖିଛନ୍ତି । ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଏହି ଆଲୋଚନାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ବୈଠକରେ ସାମିଲ ହେବାକୁ ମନ୍ଦିର ପରିଚାଳନା କମିଟିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ପ୍ରେସମିଟରେ ଗୋବର୍ଦ୍ଧନ ମଠ ମୁଖପାତ୍ର ମନୋଜ ରଥ ଏହି ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *