ODISHAPOLITICSTOP STORIES

୩ ଦିନିଆ ଓଡିଶା ଗସ୍ତରେ ଆସୁଛି ନିର୍ବାଚନ କମିସନଙ୍କ ଟିମ୍

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଚଳିତବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୩ ଦିନିଆ ଓଡିଶା ଆସୁଛି ନିର୍ବାଚନ କମିସନଙ୍କ ଟିମ୍ । ୧୪ ଓ ୧୫ ତାରିଖରେ ଏହି ଟିମ୍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନର ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଏହା ସହିତ ଟିମ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭେଟ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ କୁମାର କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *